ଯାଜପୁର ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର । ଏଠାକାର ଥିବା ଶ୍ରୀଜଗନ୍ନାଥ ମନ୍ଦିର ବହୁପୁରାତନ । ରାଜା ଦ୍ବିତୀୟ ଯଜାତିକେଶରୀଙ୍କ ସମୟରେ ଏହି ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା। ସେହିଦିନଠାରୁ ଆଜିପର୍ଯ୍ୟନ୍ତ ଜଗନ୍ନାଥଙ୍କର ମୂର୍ତ୍ତୀ ନବକଳେବର ହୋଇନାହିଁ
#ArgusNews #Odisha #ArgusNewsTV #Jajpur #JagannathTemple #RathYatra2021 #OldOne