ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ବିତିଛି 16 ବର୍ଷ । ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ପାଚେରୀ ନିର୍ମାଣକୁ ବିରୋଧ କରି ୨୦୦୬ ମସିହା ଜାନୁଆରୀ ୨ ତାରିଖ ଦିନ ପୋଲିସ ଓ ଆଦିବାସୀ ଙ୍କ ମଧ୍ୟରେ ହୋଇଥିଲା ସଙ୍ଘର୍ଷ ।
#Kalinganagar #Jajpur #shooting #riot #Martyrs #Odisha #ArgusNews