ଯାଜପୁର ଟାଉନ ନିକଟ ବଲବୀ ଘାଟ ଛକ ନିକଟରେ ଥିବା ବୈତରଣୀ ନଦୀବନ୍ଧରୁ ଏକ ୬ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରଯାଇଛି । ସାପଟି ନଦୀବନ୍ଧ କଡରେ ଆସୁଥିବା ଦେଖି ସ୍ଥାନୀୟ ଲୋକେ ସ୍ନେକ ହେଲ୍ପଲାଇନଙ୍କୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନର ସଦସ୍ୟ ଆସି ସାପଟିକୁ ଉଦ୍ଧାର କରିଥିଲେ
#Jajpur #Jajpurtown #Snakerescued #python #Snakehelpline #snake #Odisha #ArgusNews