ଯାଜପୁର ରୋଡ ବନ ବିଭାଗ ଅଧିନସ୍ଥ କଣ୍ଟାଝରି ଓ ମଙ୍ଗରାଜପୁର ଗାଁରେ ବନ୍ୟ ଯନ୍ତୁ ଆତଙ୍କ l ସଂଧ୍ୟା ହେଲେ ଲୋକଙ୍କ ଘରେ ପଡୁଛି ତାଟି କବାଟ । ତେବେ ଅଜଣା ଜନ୍ତୁର ଆକ୍ରମଣରେ କଣ୍ଟାଝରି ଗାଁର ବିନୋଦ ପଲେଇ ସାମାନ୍ୟ ଆହତ ହେଇଥିବା ବେଳେ ତାଙ୍କ ପତ୍ନୀ ବଉଳ ପଲେଇ ଗୁରୁତର ଆହତ ହୋଇଛନ୍ତି
#ArgusNews #Odisha #Jajpur #AnimalAttack #Injured