ଯାଜପୁର ସବ୍ ଜେଲରେ କଏଦୀ ମୃତ୍ୟୁ ଘଟଣା । ତଦନ୍ତ ଦାବି କରି କୋରେଇ ଥାନା ଆଗରେ ଧାରଣାରେ ବସିଲେ ପରିବାର ଓ ଗ୍ରାମବାସୀ । ଦୁଷ୍କର୍ମ ମାମଲାରେ ୩ ମାସ ହେବ ଯାଜପୁର ସବଜେଲରେ ସଜା କାଟୁଥିଲେ ପାଟରଙ୍ଗା ଗାଁର ସୁମନ୍ତ ପାତ୍ର । ତେବେ ହଠାତ ତାଙ୍କର ଦେହ ଅସୁସ୍ଥ ହେବାରୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁମନ୍ତଙ୍କ ମୃତ୍ୟୁ ହୋଇଥିଲା ।\
#ArgusNews #Odisha #Jajpur #jeel #sumantpatra #SCBMedical #Cuttack #treatment #treatment #police