ଆସୁଛି ଖ୍ରୀଷ୍ଟମାସ। ଏବେଠୁ ଜମିଲାଣି ବଡ଼ଦିନ ବଜାର । ଆକର୍ଷଣରେ ୧୦ ହଜାର ଟଙ୍କିଆ ସାନ୍ତାକ୍ଲଜ। ଯେଉଁଥିରେ ସାନ୍ତା ୩ ଫୁଟ ହୋଇଥିବା ବେଳେ କରୁଛି ଡ୍ୟାନ୍ସ । ଆଉ ଗୀତ ବାଜୁଛି ଜିଙ୍ଗଲ ବେଲ ଜିଗଂଲ ବେଲ ଜିଙ୍ଗଲ ଅଲ ଦ ୱେଲ। ଯାହା ଲୋକଙ୍କର ବେଶ ପସନ୍ଦ ।
#Christmas #preparations #church #Jesus #christmasmarket #santaclaus #ArgusNews