ଯୁବକଙ୍କୁ ମହଙ୍ଗା ପଡିଲା ଗଞ୍ଜେଇ ଟାଣିବା । ୬ ଜଣ ଯୁବକ ଏକ ଭ୍ୟାନ ଭିତରେ ବସି ସମ୍ବଲପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଗଞ୍ଜେଇ ଟାଣୁଥିଲେ । ଟାଉନ ଥାନା ପୋଲିସ ଖବର ପାଇ ଯୁବକଙ୍କୁ ଥାନାରେ ଅଟକ ରଖିଛନ୍ତି ।
#youngpeople #smoke #ganjah #Arrest #Odisha #ArgusNews