ଯୁବଶିଳ୍ପୀ ବିଶ୍ୱଜିତ ନାୟକ ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଆଇସକ୍ରିମ କାଠିରେ ଅବିକଳ ନନ୍ଦିଘୋଷ ରଥ ପରି ଏକ ରଥ କଳାକୃତି ନିର୍ମାଣ କରିଛନ୍ତି। ୧୬ଇଞ୍ଚ ଉଚ୍ଚ ଏବଂ ୧୩ଇଞ୍ଚ ଚଉଡା ବିଶିଷ୍ଟ ଏହି ରଥ ନିର୍ମାଣରେ ୯୭୫ଟି ଆଇସକ୍ରିମ କାଠି ବ୍ୟବହାର କରାଯାଇଛି । ଏଥିପାଇଁ ଶିଳ୍ପୀ ବିଶ୍ୱଜିତଙ୍କୁ ୫ଦିନ ସମୟ ଲାଗିଥିଲା
#ArgusNews #Odisha #ArgusNewsTV #Ratha #ICECreamStick #youngartist #Puri #biswajitnayak