ମନଥିଲେ ସବୁ କାମ କରିହେସି। ଇକଥାର ଉଦାହରଣ ହେଉଛନ ସମ୍ବଲପୁର ଜିଲ୍ଲା ଭୋଜପୁରର ରଞ୍ଜିତ ନାଏକ। କୋରନା ଲାଗି ତାଙ୍କର ହାତୁ ଚାକିରୀ ପଲେଇଥିଲା ବେଲେ କିଛି କରବାର୍ ନିଶା ଆଜି ତାଙ୍କେ ସ୍ବାବାଲମ୍ବି କରି ପାରିଛେ। ଘର ପଛଆଡେ କୁକୁଡା ଚାଷ କରିକି ସେ ଏବେ ସ୍ବାବଲମ୍ବି ହେଇ ପାରିଛନ୍।
#ArgusNews #ArgusNewsTv #Odisha #Sambalpur #Kuchinda #Poultryfarming