ପଞ୍ଚାୟତ ନିର୍ବାଚନ ପାଇଁ ରାଜନୀତି ସରଗରମ ହେଉଥିବା ବେଳେ ସୋର ନିର୍ବାଚନ ମଣ୍ଡଳୀର ବାଳଙ୍ଗ ପଞ୍ଚାୟତରେ ପ୍ରଚାର ମୈଦାନରେ ସବୁ ଦଳର ପ୍ରାର୍ଥୀ । ଏହାରି ଭିତରେ ଯୁବ ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ କୁମାର ବେହେରାଙ୍କୁ ନେଇ ଚର୍ଚ୍ଚା.....।
#Balesore #soro #PanchayatElection #ElectionCampaigning