ଅନୁଭବ କଣ ଡିଭୋର୍ସ ପରେ ଆଉଥରେ ବିବାହ କରିବାକୁ ଚାହୁଁଛନ୍ତି କି। ଏମିତି ପ୍ରତିକ୍ରିୟା ରଖିବାର କାରଣ କଣ ହୋଇପାରେ। ସେପଟେ ଅନୁଭବଙ୍କ ଦିଲ୍ଲୀରେ ରହୁଥିବା ବାନ୍ଧବୀ ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଟୁଇଟ କରି ଜଣାଇଛନ୍ତି। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ଚାଲିଛି।
#AnubhavMohanty #birthday #Kendrapara #MP #Odisha #ArgusNews