ସବୁଦିନିଆ ରାସ୍ତାଟିଏ ନଥିବାରୁ କେଉଁଠି ଲୋକେ ପାଦରେ ଚାଲିଚାଲି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଘରକୁ ନେଉଛନ୍ତି ତ ଆଉ କେଉଁଠି ଖଚର ସାଜିଛି ଯୋଗାଯୋଗର ମାଧ୍ୟମ । । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲା କାଶୀପୁର ବ୍ଲକରେ।
#ArgusNews #Odisha #Rayagada