ଯୋଡି_ହେଲା_ହାଡ_ଖୋଲିଲା_ପ୍ଲାସ୍ଟର
୨୩ ଦିନର ନିରୀକ୍ଷଣ ପରେ ଆଜି ଓ ୟୁ ଏ ଟି ରେ ଅହିରାଜ ର ପ୍ଲାସ୍ଟର ଖୋଲା ଯାଇଛି । ଆଉ ୭ଦିନ ର ନିରୀକ୍ଷଣ ପରେ ତାକୁ ଜଙ୍ଗଲରେ ଛାଡି ଦିଆଯିବ । ପୂର୍ବରୁ କୌଣସି ସ୍ଥାନରେ ଅହିରାଜ ଭଳି ସାପର ଏଭଳି ଚିକିତ୍ସା ହୋଇ ନଥିବା ବେଳେ ଆଗକୁ ଭାରତୀୟ ପ୍ରାଣୀ ଶଲ୍ୟ ଚିକିତ୍ସକ ସମ୍ମିଳନୀରେ ଏହି ଚିକିତ୍ସା ମଡ଼େଲକୁ ଉପସ୍ଥାପନା କରାଯିବ ବୋଲି କହିଛନ୍ତି ଚିକିତ୍ସକ ।
#plaster #Ahiraj #observation #snake #treated #UAT #Bhubaneswar #Odisha #ArgusNews