ଲକ ଡାଉନ ସଟଡାଉନ ଭିତରେ ବଢ଼ିଛି ସାଇବର ଠକଙ୍କ ଚୋରା କାରବାର । ୨୦୨୦ ରେ ସାରା ଦେଶରେ ବୃଦ୍ଧି ପାଇଛି ୧୧.୮ ପ୍ରତିଶତ ସାଇବର ଅପରାଧ । ବଡ କଥା ହେଉଛି ଓଡିଶା ସାଇବର ଠକେଇରେ ସାରା ଦେଶରେ ଷଷ୍ଠ ସ୍ଥାନରେ ଥିବା ବେଳେ ଏଟିଏମ ଦ୍ବାରା ଠକେଇ ଓ ଆପତ୍ତିଜନକ ଭିଡିଓ ଭାଇରାଲରେ ଦୁଇ ନମ୍ବରରେ ରହିଛି ।
#cyberscan #sexraket #crime #AdultVideo #Odisha #ArgusNews