#ରକ୍ତମୁଖା_ବିଜେଡି
#ଗଡିବାରେ_ଲାଗିଛି_ଗୋଟିଏ_ପରେ_ଗୋଟିଏ_ମୁଣ୍ଡ
#ବିରୋଧୀଙ୍କ_ଉପରେ_ଶାସକ_ବିଜେଡି_ଦଳର_ହମଲା
ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ହିଂସାର ରୂପ ସେପରି ଉଗ୍ର ରୂପ ଧାରଣ କରିବାରେ ଲାଗିଛି । 2017 ମସିହା ପଞ୍ଚାୟତ ନିର୍ବାଚନର ପୁନରାବୃତ୍ତି ହେବାରେ ଲାଗିଛି । ଆଉ ଭଦ୍ରକରେ ବିଜେପି କର୍ମୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବାର ଆସିଛି ସଙ୍ଗୀନ ଅଭିଯୋଗ ।
#Bhadrak #PanchayatElection #BJD #Attack #BJPworkers #OdishaCM #Odisha #ArgusNews