ରକ୍ତ ସମ୍ପର୍କ ହେଲା ଲଜ୍ଜିତ। ବାପାଙ୍କ ପେନସନ ଟଙ୍କା ପାଇଁ ବଚଷା ଆଉ ତା ପରେ ହତ୍ୟା। ନିଜ ବଡ଼ ଭାଇ କୁ ମାରି ଘଞ୍ଚ ଜଙ୍ଗଲ ରେ ପୋତିଲା ସାନ ଭାଇ। ଗଳିତ ଶବ କୁ ଉଦ୍ଧାର କରିଲା ପୁଲିସ ।
#Bolangir #Titlagarh #MurderCase #pensionmoney #killerBrother #AnkurAgrawal #Odisha #ArgusNews