#ରକ୍ତାକ୍ତ_ହେଲା_ରାଜଧାନୀର_ରାସ୍ତା
#ଜଳିଲା_ପୋଲିସ_ଗାଡ଼ି
#ଗୋଡ଼ାଇ_ଗୋଡ଼ାଇ_ପିଟିଲା_ପୋଲିସ
ରାଜଧାନୀର ରାଜରାସ୍ତାରେ ମମିତା ତାତି । ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଛାତ୍ର କଂଗ୍ରେସର ବିଧାନସଭା ଘେରାଉ ବେଳେ ଉତ୍ତେଜନା । ଜଳିଲା ବସ୍, ଲାଠିମାଡ଼ ସହ କଂଗ୍ରେସ ଭବନରେ ପଶିଲା ପୋଲିସ । ପ୍ରତିବାଦରେ ମାଷ୍ଟରକ୍ୟାଣ୍ଟିନ ଛକରେ ଆନ୍ଦୋଳନ କରିଥିଲା କଂଗ୍ରେସ ।
#Bhubaneswar #Congress #Protest #PoliceAttack #assembly #CMOdisha #Odisha #ArgusNews