ଅସହ୍ୟ ଯନ୍ତ୍ରଣାରେ ଛଟପଟ ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଫାସିଡ଼ି ଗାଁର ଯୁବକ ନାରାୟଣ ।ପରିବାର କହିଲେ ଦୁଇ ଝିଅ ଗୋଟିଏ ପୁଅ ଆଉ ସ୍ତ୍ରୀ । ଘରର ଏକମାତ୍ର ରୋଜଗାରିଆ ନାରାୟଣ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।
#Ganjam #Kholikot #Helpless #Narayan #CancerPatient #treatment #AshokkumarTripathy #Odisha #ArgusNews