ରଘୁନାଥପଲ୍ଲୀ ବିଜେଡି ବିଧାୟକ ସୁବ୍ରତ ତରାଇ ନିଖୋଜ। ଦୀର୍ଘ ଦିନ ଧରି ନିଖୋଜ ଅଛନ୍ତି ବିଧାୟକ ସୁବ୍ରତ ତରାଇ। ମାସ ମାସ ଧରି ପ୍ରତ୍ୟକ ଦିନ ନିଜର ମୌଳିକ ସମସ୍ୟା ର ସମାଧାନ ପାଇଁ ଯାଇ ବିଧାୟକ ଙ୍କ ଦୁଆର ମୁହଁରୁ ଫେରୁଛନ୍ତି ବସ୍ତିବାସୀ। ଶେଷରେ ବାଧ୍ୟ ହୋଇ କାନ୍ଥ ବାଡ଼ ରେ ବିଧାୟକ ଙ୍କ ନିଖୋଜ ପୋଷ୍ଟର ଲଗେଇ ଅଭିନବ ପ୍ରତିବାଦ କରିଛନ୍ତି ସେକ୍ଟର 6 ଏକତା ବସ୍ତି ର ଲୋକ
#Rourkela #MLA #SubratTarai #Odisha #ArgusNews