#ରତ୍ନଭଣ୍ଡାର_ଯାଞ୍ଚ_ପାଇଁ_ତୀବ୍ର_ହେଲା_ରାଜନୈତିକ_ସ୍ବର
#ରାଜ୍ୟ_ସରକାରଙ୍କୁ_ବିରୋଧୀଙ୍କ_ଟାର୍ଗେଟ୍
ଖୋଲିବ କି ରତ୍ନଭଣ୍ଡାର ? ସାର୍ବଜନୀନ ହେବ ତ ରଘୁବୀର ଦାସ କମିସନଙ୍କ ରିପୋର୍ଟ ? ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ଚୋର କିଏ ? ଏମିତି ଅନେକ ପ୍ରଶ୍ନକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ସମସ୍ତଙ୍କ ସେହି ଗୋଟିଏ ଅଭିଯୋଗ, ରତ୍ନଭଣ୍ଡାର ରହସ୍ୟକୁ ନେଇ ସରକାରଙ୍କ ନିରବତା ଆହୁରି ରହସ୍ୟମୟ କରିଛି
#Puri #JagannathTemple #Ratnabhandar #PuriAdminstration #Odisha #ArgusNews