#ରତ୍ନ_ଭଣ୍ଡାର_ଖୋଲିବ_ନା_ଖୋଲିବ_ନାହିଁ
ଜଗନ୍ନାଥଙ୍କ ମହଣ ମହଣ ରତ୍ନ ସୁରକ୍ଷିତ ଅଛି ତ । କାହିଁକି ଯାଞ୍ଚ ହେଉନି ରତ୍ନ ଭଣ୍ଡାରର ରତ୍ନ ।
ଏ ତମାମ ପ୍ରଶ୍ନକୁ ନେଇ ବେଶ କିଛି ଦିନର ବିତର୍କ ପରେ ଆଜି ବିଧାନସଭାରେ ଆଇନମନ୍ତ୍ରୀଙ୍କ ଉତ୍ତର ନୂଆ ବିବାଦକୁ ଜନ୍ମ ଦେଇଛି ।
#Puri #jagannathtemple #RatnaBhandar #Assembly #controversy #question #AshwinPatra #Odisha #ArgusNews