ଅର୍ଗସ ଓ ଖିମଜୀ ମିଳିତ ସହଯୋଗରେ ରଥଯାତ୍ରା ଅବସରରେ ଅନୁଷ୍ଠିତ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଅନୁଗୁଳ ମହିଧରପୁର ଅଞ୍ଚଳର ସତ୍ୟଜିତ ବେହେରା ୨୨ ନମ୍ବର ପ୍ରଶ୍ନର ଉତ୍ତର ଦେଇ ବିଜେତା ହେବା ପରେ ତାଙ୍କୁ ଅର୍ଗସ ପକ୍ଷରୁ ପ୍ରଦାନ କରାଯାଇଛି ପୁରସ୍କାର ।
#ArgusNews #ArgusNewsTV #Odisha #Puri #rathyatra2021 #GoldCoinContest #Angul