ଦ୍ବିତୀୟ ଶ୍ରୀକ୍ଷେତ୍ର ରୁପେ ପରିଚିତ ବାରିପଦାରେ ରଥଯାତ୍ରା କରାଯିବା ଦାବି ଏବେ ଯୋରଧରିଛି । କିଛି ଦିନ ପୁର୍ବରୁ ଏସ୍.ଆର୍.ସି. ଙ୍କ ପକ୍ଷରୁ କୋଭିଡ୍ କଟକଣା ମଧ୍ୟରେ କେବଳ ପୁରୀ ରେ ରଥଯାତ୍ରା ହେବ ବୋଲି ଘୋଷଣା କରାଯାଇଥିବା ବେଳେ ଅନ୍ୟତ୍ର ରଥଯାତ୍ରା ବନ୍ଦ ରଖାଯିବା ନେଇ ସ୍ପଷ୍ଟୀକରଣ ଦିଆଯାଇଛି
#ArgusNews #Odisha #Baripada #CartFestival #Srijagannath #Rathajatra