ରହସ୍ୟ ଘେରରେ ଖ୍ରୀଷ୍ଟ କଲେଜ ଛାତ୍ର ମୃତ୍ୟୁ ଘଟଣା । ୧୫ ଦିନ ପରେବି ଏହା ହତ୍ୟା ନା ଆତ୍ମହତ୍ୟା ଉଠୁନି ପରଦା । କେବଳ ତଦନ୍ତ କରି ଚୁପ ବସିଛି କମିସନରେଟ ପୋଲିସ । ସେପଟେ ମୃତକଙ୍କୁ ନ୍ୟାୟଦେବା ପାଇଁ ପରିବାର ଓ ସାଙ୍ଗସାଥିଙ୍କ ପକ୍ଷରୁ ଜୋର ଧରିଲା ଦାବି ।
#ArgusNews #Odisha #Cuttack #christcollege #suicide #student #police #inquiry