ନିଖୋଜ ଓଡିଆ ସି.ଆର.ପି.ଏଫ. ଯବାନଙ୍କ ମୃତ ଦେହ ମିଳିଲା ଆସାମରୁ । ଜିନିଷ ପତ୍ର ମିଳିଲା ବେଙ୍ଗାଲୁର ରେଳ ଷ୍ଟେସନରୁ । ହେଲେ ସେ କାର୍ଯ୍ୟରତ ଥିଲେ ନାଗାଲାଣ୍ଡରେ । ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।
#CRPFJawan #CRPF #Missing #Deceased #Nagaland #MurderAllegation #Subarnapur #Bengaluru #bangalore #Assam #Odisha #ArgusNews