#ରହସ୍ୟ_ଘେରରେ_ମହାବୀର_ବସ୍ତି_ହତ୍ୟାକାଣ୍ଡ
#ପ୍ରେମିକାକୁ_ମାରି_ପ୍ରେମିକ_ଫେରାର
ସମୟ ଗଡୁଛି, ରହସ୍ୟଘେରକୁ ଠେଲି ହୋଇଯାଉଛି ମହାବୀର ବସ୍ତି ହତ୍ୟାକାଣ୍ଡ । ୧୫ ଦିନ ତଳେ ପ୍ରେମିକାକୁ ଆଣି ସାଙ୍ଗରେ ରଖିଥିବା ପ୍ରେମିକ କାହିଁକି ପ୍ରେମିକାକୁ ମାରି ଫେରାର ହେଲା ତାକୁ ନେଇ ଏବେ ସସପେନ୍ସ ବଢିଛି ।
#Bhubaneswar #ruchikamarket #murders #Suspence #Odisha #ArgusNews