#ରାଉରକେଲାରେ_ଜମି_ଜାଲିଆତି
#ଜମି_ମାଫିଆଙ୍କ_ଦଲାଲ_ସାଜିଛନ୍ତି_ଜିଲ୍ଳାପାଳ
ରାଉରକେଲାରେ ଜମିଆ ମାଫିଆଙ୍କ ସହ ଜିଲ୍ଲାପାଳଙ୍କ ମଧୁଚନ୍ଦ୍ରିକା ଅଭିଯୋଗ । ସିଭିଲ ଟାଉନସିପରେ ଡିସମିଲ ପିଛା ୧୩ ଲକ୍ଷରୁ ଉର୍ଦ୍ଧ ଜମିକୁ ବ୍ୟବସାୟୀଙ୍କୁ ଡିସମିଲ ପିଛା ୮୫ ହଜାରରେ ଟେକି ଦେଇଛି ପ୍ରଶାସନ । କଂଗ୍ରେସ ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି ।
#ArgusNews #Odisha #Rourkela #landbroker #collector #Congress #protest