ସଜେଇ ହେଉଛି ଷ୍ଟିଲ ସିଟି ରାଉରକେଲା । ଦ୍ରୁତ ଗତିରେ ଚାଲିଛି ସହରର ନବକଳେବର । ବିଛାଯାଉଛି ବାଲି ଓ ପଡୁଛି ଟାଇଲ । ପଥପାର୍ଶ୍ବ ବନୀକରଣ ସାଙ୍ଗକୁ ରୋପିତ ହେଉଛି ଜାତିଜାତିକା ଚାରା । ଷ୍ଟିଲସିଟିର ପରିଚୟ ନେଇ ମଥା ଟେକିଥିବା ଏହି ସହର ସୁନ୍ଦର ଏକ ସହର ଭାବେ ନୂଆ ପରିଚୟ ପାଇବା ଦୈାଡରେ ସାମିଲ ହୋଇଛି
#GoodNews #Rourkela #steelcity #smartcity #ArgusNews