#ରାଉରକେଲା_ଭିଜିଲାନ୍ସ_ଅଫିସ_ଘେରିଲା_କଂଗ୍ରେସ !
ଗତକାଲି ବିଜେପି ଆଉ ଆଜି କଂଗ୍ରେସ। ସେଣ୍ଟ୍ରାଲ ପାର୍କ ଦୁର୍ନୀତି କୁ ନେଇ ରାଉରକେଲା ରେ ତୀବ୍ର ହେଉଛି ବିରୋଧ। ବଢୁଛି ବିଧାୟକ ସାରଦା ଙ୍କ ଅଡ଼ୁଆ
#ArgusNews #Odisha #ArgusNewsTV #Raourkela #Centralpark #Corruption #Congress_Protest