ସୁନ୍ଦରଗଡ଼ରେ ଲାଗୁଛି ସିସିଟିଭି ରାଉରକେଲା ରେ କେବେ ? ସୁନ୍ଦରଗଡ଼ ସହର ସହ ଅନ୍ୟ ରାଜ୍ୟର ବୋର୍ଡର ଜଗିବ ସିସିଟିବି । ତେବେ ସୁନ୍ଦରଗଡ଼ ଅପେକ୍ଷା ରାଉରକେଲା ସହର ପାଇଁ ସିସିଟିବି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଖୁବ ଶୀଘ୍ର ରାଉରକେଲାରେ ପ୍ରାୟ 95 ଟି ଜାଗାରେ 250 ରୁ 350 ସିସିଟିବି ଲାଗିବା ପାଇଁ ଚାଲିଛି ଯୋଜନା
#Sundargarh #Rourkela #MukeshKumarBhamoo #CCTV #Border #ArgusNews