ରାଉରକେଲା ସରକାରୀ ଡାକ୍ତରଖାନା ନାଁରେ ସାଙ୍ଘାତିକ ଅଭିଯୋଗ । ଭୁଲ ରକ୍ତ ନେବା ଯେଗୁଁ ଯୁବତୀଙ୍କ ମୃତ୍ୟୁ । ଚିକିତ୍ସାରେ ଅବହେଳା ପାଇଁ ଚାଲିଗଲା ନିରୀହ ଯୁବତୀଙ୍କ ଜୀବନ। ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ନେଇ ପୁଣି ଉଠିଲା ପ୍ରଶ୍ନ ।
#Odisha #ArgusNews #BloodGroup #wrongbloodgroup #Sundargarh #Raurkela #hospital