#ରାଜଗାଙ୍ଗପୁରରେ_ବିଜେପି_ପକ୍ଷରୁ_ଏକ_ସମ୍ମିଳନୀ_ଆୟୋଜିତ
ଆସନ୍ତା ପୌର ନିର୍ବାଚନକୁ ଆଖି ଆଗରେ ରଖି ଜିଲ୍ଲା ବିଜେପି ପକ୍ଷରୁ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରରେ ଏକ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଦଳ ପକ୍ଷରୁ ନିଜ ସ୍ଥିତି ସୃଦୃଢ କରିବା ପାଇଁ ସୁନ୍ଦରଗଡ଼ ସାଂସଦ ଜୁଏଲଙ୍କ ନେତୃତ୍ଵରେ ଜିଲ୍ଲାର ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ କରାଯାଯାଉଛି । ଏହି କାର୍ଯ୍ୟକ୍ରମରେ ଜୁଏଲ ଓରାମ କର୍ମୀ ମାନଙ୍କୁ ପୌର ନିର୍ବାଚନ ନେଇ ଗୁରୁ ମନ୍ତ୍ର ଦେଇଥିଲେ ।
#BJP #PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection #Odisha #ArgusNews