ପୁରା ରାଜଧାନୀ ଆଜି ଘୋଡେଇ ହୋଇଥିଲା କୁହୁଡି ଚାଦର ତଳେ । ସକାଳ ୧୦ଟା ଯାଏ କୁହୁଡି ଆବଦ୍ଧ କରି ରଖିଥିଲା ପୁରା ରାଜଧାନୀ କୁ । ପ୍ରଥମଥର ପାଇଁ ଚଳିତ ବର୍ଷ ଅତ୍ୟଧିକ କୁହୁଡି ଯୋଗୁଁ ଯାନବାହନ ଚଳାଚଳ ପ୍ରଭାବିତ ହେବା ସହ ବିମାନ ଚଳାଚଳରେ ବିଳମ୍ବ ଦେଖିବାକୁ ମିଳିଥିଲା ।
#Bhubaneswar #Weather #Covered #fog #HeavyFog #ArgusNews