#ରାଜଧାନୀବାସୀ_ପାଇ_ପାରିବେ_ହିମାଚଳର_ମ୍ୟାଗୀ !
ରାଜଧାନୀ ଭୁବନେଶ୍ୱରର ଖାରବେଳ ନଗରରେ ଖୋଲିଛି ମାଇଁ ବାଉଲ ଅଫ ମ୍ୟାଗୀ । ଫୁଡ ବ୍ଲଗର ଅନୁମିତା ସ୍ୱାଇଁ ମୁଖ୍ୟ ଅତିଥି ଯୋଗଦାନ କରି ଏହାକୁ ଉଦଘାଟନ କରିଛନ୍ତି । ରାଜଧାନୀ ବାସୀଙ୍କ ନିକଟରେ ନୂଆ ନୂଆ ମ୍ୟାଗୀର ଡ଼ିସ ପହଂଚାଇବା ପାଇଁ ଏହି ସପର ଉଦ୍ୟମ ରହିବ ବୋଲି ସୂଚନା ଦିଆଯାଇଛି
#bhubaneswar #Mybowlofmaggi #Inauguration #Kharvelnagar #Himachalmaggi #NewShop #Odisha #ArgusNews