#ସ୍ମାର୍ଟ_ସିଟିର_ଏମିତି_ରାସ୍ତା
#ଚାରିଆଡେ_ରାସ୍ତାଖୋଳା
#ବଢୁଛି_ଦୁର୍ଘଟଣା_ସୃଷ୍ଟି_ହେଉଛି_ଟ୍ରାଫିକ_ସମସ୍ୟା
ବିପର୍ଯ୍ୟସ୍ତ ହୋଇପଡିଛି ରାଜଧାନୀ ଭୁବନେଶ୍ବରର ରାସ୍ତାଘାଟ । କେଉଁଠି ସ୍ବେରେଜ କାମ ତ ଆଉ କେଉଁଠି ରାସ୍ତା ମରାମତି । ଏପରିକି ବିଦ୍ୟୁତ୍ ତାର ବିଛାଇବା ପାଇଁ ଯିଏ ଯେଉଁଠି ପାରୁଛନ୍ତି ଖୋଳିଚାଲିଛନ୍ତି । କାମ ସରିବାର ନାମ ନେଉନଥିବା ବେଳେ ଲୋକଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।
#Bhubaneswar #Smartcity #RoadProblem #trafficissues #PublicIssue #ArgusNews