ଲକ୍ଷ୍ମୀସାଗର ଥାନା ଜଗନ୍ନାଥ ଏଭିନ୍ୟୁ ନିକଟ ଚିକେନ ଦୋକାନରୁ ଜବତ ହୋଇଛି ଗୋଧି ମାଂସ । ଖବର ପାଇ ଚଢ଼ାଉ କରିଥିଲା ବନ ବିଭାଗ ଓ ଲକ୍ଷ୍ମୀସାଗର ଥାନା ପୋଲିସ । ୫ରୁ ୮ଟି ଗୋଧି ଥିବା ନେଇ ସୂଚନା ମିଳିଥିଲା ।
#ArgusNews #Odisha #ArguNewsTV #godimansa #policeraid #bhubaneswar #laxmisagar