ରାଜଧାନୀରେ ଖୋଲା ଡ୍ରେନରେ ଭାସି ନିଖୋଜ ଛାତ୍ରଙ୍କ ମିଳିଲା ମୃତଦେହ । ଗତକାଲି ପାଖାପାଖି ଦିନ ୨ଟାବେଳେ ଡ୍ରେନ୍ ପାଣିରେ ଭାସି ନିଖୋଜ ଥିଲେ ଜ୍ୟୋତିପ୍ରକାଶ । ଶୁଣନ୍ତୁ ଏନେଇ କଣ ରହିଛି ଜ୍ୟୋତିପ୍ରକାଶଙ୍କ ବାପାଙ୍କ ପ୍ରତିକ୍ରିୟା
#Bhunaneswar #BMC #Fatherprotest #Drain #Childdeath #BMCoffice #Odisha #ArgusNews