#କମିଲା_କୋରୋନା_ସଂକ୍ରମଣ
#ଭକ୍ତ_ଭଗବାନଙ୍କର_ହେଲା_ମିଳନ
ରାଜଧାନୀରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ। ମନ୍ଦିର, ମସଜିଦ ଓ ଚର୍ଚ୍ଚଭିତରକୁ ମିଳିଲା ପ୍ରବେଶ ଅନୁମତି। କୋଭିଡ ନିୟମ ମାନି ଦର୍ଶନ କଲେ ଭକ୍ତ। ୧୫ ବର୍ଷରୁ କମ୍ ବୟସର ପିଲାଙ୍କୁ ମନ୍ଦିର ପ୍ରବେଶ ଅନୁମତି ମିଳିଛି।
#Bhubaneswar #TempleOpen #Covidpandemic #devotees #Odisha #ArgusNews