ରାଜଧାନୀରେ ବନ୍ଧୁକ ମୁନରେ ଅପହରଣ ଘଟଣା । ୩୬ ଘଣ୍ଟାର ଅପରେସନ ପରେ ଅପହୃତ ଛାତ୍ର ଉଦ୍ଧାର । କାର ମାରଣାସ୍ତ୍ର ଜବତ ସହ ୪ଜଣଙ୍କୁ ଅଟକ ରଖିଛି ପୋଲିସ । ଏନେଇ ସୂଚନା ଦେଲେ ପୋଲିସ କମିଶନର ଶ୍ରୀ ସୈମେନ୍ଦ୍ର ପ୍ରିୟଦର୍ଶୀ ।
#Bhubaneswar #Lakshmisagar #KidnappingCase #rescued #Student #PoliceCommissioner #SoumendraPriyadarshi #ArgusNews