ରାଜଧାନୀରେ ଅମାନୁଷିକ କାଣ୍ଡ । ମା'କୁ ମାରି ପୋଡ଼ିଦେଲା ସୈତାନ ପୁଅ । ବଡ଼ଗଡ଼ କଳିଙ୍ଗ ବସ୍ତିରେ ଘଟିଛି ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ । ଟଙ୍କା ନ ଦେବାରୁ ମା'କୁ ଲୁହା ରଡରେ ପିଟି ହତ୍ୟାକଲା ଜହ୍ଲାଦ ପୁଅ ।
#Baragarh #kalinga #killmother #ironrod #motherdeath #Odisha #ArgusNews