#ଭଳିକି_ଭଳି_ଝୋଟି_ଆଉ_ଲକ୍ଷ୍ମୀ_ପାଦରେ_ଝଟକୁଛି_ଘର_ଚଟାଣ
#ପୂଜାର୍ଚ୍ଚନା_ସାଙ୍ଗକୁ_ଶଙ୍ଖ_ହୁଳହୁଳିରେ_ପରିବେଶ_ଆଧ୍ୟାତ୍ମିକ_ମୟ
ଆଜି ହେଉଛି ମାର୍ଗଶିର ମାସ ଶେଷ ଗୁରୁବାର । ଏହି ଅବସରରେ ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି ଓଡିଆ ସଂସ୍କୃତିର ଝଲକ। ଭଳିକି ଭଳି ଝୋଟି ଆଉ ଲକ୍ଷ୍ମୀ ପାଦରେ ଝଟକୁଛି ଘର ଚଟାଣ। ପୂଜାର୍ଚ୍ଚନା ସାଙ୍ଗକୁ ଶଙ୍ଖ ହୁଳହୁଳି ଓ ପିଠାପଣାରେ ମହକୁଛି ଘର ଓ ପରିବେଶ ।
#Odisha #ArgusNews #ManabasaGurubara #festival #laxmipuran #Gurubara #Bhubaneswar #rituals