#ରାଜଧାନୀରେ_କିନ୍ନର_ଭିକ୍ଷୁକଙ୍କ_ପାଇଁ_ଖୋଲିବ_ଥଇଥାନ_କେନ୍ଦ୍ର ।
ରାଜଧାନୀରେ କିନ୍ନରଙ୍କ ପାଇଁ ଖୋଲିବ ଥଇଥାନ କେନ୍ଦ୍ର। ଭିକ୍ଷାବୃତ୍ତି ଛାଡି କିନ୍ନରମାନେ ଆଶ୍ରୟସ୍ଥଳୀରେ ରହିବା ସହ ହେବେ ରୋଜଗାରକ୍ଷମ। ଏନେଇ ବିଏମସି ପକ୍ଷରୁ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ 50ଜଣ କିନ୍ନରଙ୍କୁ ସାମିଲ କରାଯିବ
#BMC #Transgender #Employment #blueprint #Odisha #ArgusNews