ରାଜଧାନୀରେ କୋଭିଡ ନିୟମର ଉଲ୍ଲଂଘନ । ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ଯୋଗାଇ ଦେବା ନାଁରେ କରାଯାଉଛି କୋଭିଡ ଗାଇଡ଼ଲାଇନ ଉଲ୍ଲଘଂନ । ଆଉ ନିୟମ ଭାଙ୍ଗୁଛନ୍ତି ଖୋଦ ଶାସକ ଦଳର ନେତା ଓ କର୍ମୀ । ଏଭଳି ଚିତ୍ର ଦେଖିବାକୁ ମିଳିଛି ଭୁବନେଶ୍ୱର 29 ନମ୍ବର ୱାର୍ଡରେ ।
#Bhubaneswar #COVID19 #covidguidelines #coronavirus #Odisha #ArgusNews