#ରାଜଧାନୀରେ_ଚାଞ୍ଚଲ୍ୟ
#ଆବର୍ଜନା_ଭିତରେ_ପଡ଼ିଛି_ଖପୁରୀ_ଓ_କଙ୍କାଳ
#ପୋଲତଳୁ_ମିଳିଲା_ପୁଳା_ପୁଳା_ଖପୁରୀ_ସାଙ୍ଗକୁ_ମଣିଷ_ହାଡ_କଙ୍କାଳ
ଆବର୍ଜନା ଭିତରେ ପଡ଼ିଛି କଙ୍କାଳ । ଗୋଟିଏ କି ଦୁଇଟି ନୁହେଁ, ଜବତ ହୋଇଛି ଏକାଧିକ ନର କଙ୍କାଳ। ତାହା ପୁଣି ପଟିଆ କଳାରାହାଙ୍ଗ ଅଞ୍ଚଳରୁ । ଏହି ଖବର ପ୍ରଚାରିତ ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଏତେ ସଂଖ୍ୟକ ଖପୁରୀ ଓ କଙ୍କାଳ କେଉଁଠୁ ଆସିଲା ତାକୁ ନେଇ ପ୍ରଶ୍ନ ଉଠିଛି ।
#Bhubaneswar #skeleton #Police #investigating #Odisha #ArgusNews