ରାଜଧାନୀରେ ଡହଡହ ଖରା
ପ୍ରଚଣ୍ଡ ତାତିର ଅସ୍ୟବ୍ୟସ୍ତ ଜନଜୀବନ । ଆଗାମି ୨ ଦିନରେ ଆହୁରି ୨ରୁ ୩ ଡିଗ୍ରୀ ବଢିବ ତାପମାତ୍ରା ।୨୯ ତାରିଖ ଯାଏଁ ତାତିରୁ ମିଳିବନି ନିସ୍ତାର ।ପ୍ରଚଣ୍ଡ ତାତିରେ ଆଉଟୁ ପାଉଟୁ ସାରା ରାଜ୍ୟ ।
#Extremeheat #humidity #heatwave #hightemperatures #Odisha #ArgusNews