କ୍ୟାପିଟାଲ ହସ୍ପିଟାଲରେ ବର୍ତ୍ତମାନ 30 ଜଣ ରୋଗୀଙ୍କର ଚିକିତ୍ସା ଚାଲିଛି । ଡେଙ୍ଗୁ ୱାର୍ଡର ସମସ୍ତ ବେଡ଼ ଫିଲଅପ୍ ଅଛି । ଆବଶ୍ୟକ ଡ଼ିଲେ ଆଉ ବେଡ଼ ଵୃଦ୍ଧି କରାଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଡାକ୍ତର ଏଲ.ଡ଼ି. ସାହୁ, ନିର୍ଦ୍ଦେଶକ, କ୍ୟାପିଟାଲ ହସ୍ପିଟାଲ