ରାଜଧାନୀରେ ନିୟନ୍ତ୍ରଣ ବାହାରେ ଡେଙ୍ଗୁ । ଘର କୁ ଘର ବ୍ୟାପୁଛି ଡେଙ୍ଗୁ ଜର । ସରକାରୀ ହିସାବ ଠାରୁ ଲୋକଙ୍କ ହିସାବରେ ଡେଙ୍ଗୁ ରେଗୀ ଅଧିକ ବୋଲି ଜଣାପଡିଛି। ଅନ୍ୟପଟେ ବିଏମସି ତରଫରୁ ନିଳାଦ୍ରୀବିହାର ଇଶାନେଶ୍ୱର ମନ୍ଦିର ନିକଟରୁ ଡେଙ୍ଗୁ ପ୍ରତିକାର ଅଭିଯାନ ଆରମ୍ଭ କରିଛି।
#ArgusNews #ArgusNewsTV #Odisha #Bhubaneswar #BMC #Dengue