#ଫେଲମାରିଛି_ପଲିଥିନ_ମୁକ୍ତ_ସହର_ପରିକଳ୍ପନା
ନିୟମ ହୋଇଛି । କିନ୍ତୁ ଏହାକୁ ମାନୁଛି କିଏ । କଟକଣା ଲାଗୁ ହେବାର ପ୍ରଥମରୁ ଏହାକୁ ବେଶ କଡା କଡି ଭାବେ ଗ୍ରହଣ କରିଥିଲା ବିଏମସି । କିନ୍ତୁ କିଛି ଦିନ ପରେ ସବୁ ଠପ । ସବୁଠି ବ୍ୟବହାର ହେଉଛି ପଲିଥିନ ।
#Bhubaneswar #noplastic #BMC #Rules #swapna #Odisha #ArgusNews