#ମଦ_ମାଂସର_ଆସର_ସାଙ୍ଗକୁ_ଉଡୁଥିଲା_ଟଙ୍କା
#ଯୁବତୀଙ୍କ_ଡ୍ୟାନ୍ସରେ_ମସଗୁଲ_ଥିଲେ_ଅମାନିଆ_ନିଶାଡୀ
ନାଇଟକର୍ଫ୍ୟୁରେ ବାର ଖୋଲି ବେପାର ଜମେଇଥିଲେ । ଖବର ପାଇ ବିଏମସି ରେଡ଼ ପାଇଁ ଯିବା ସମୟରେ ଲିଫ୍ଟ ବନ୍ଦଦେଲେ ବାର କର୍ମଚାରୀ । ସରକାରୀ ଅଧିକାରୀଙ୍କୁ ନାଲି ଆଖି ଦେଖେଇବା ସହ ନିୟମ ଭାଙ୍ଗିଲେ ।
#Bhubaneswar #Chandrasekharpur #police #BMC #Raid #ladydancer #COVID19 #Odisha #ArgusNews