ରାଜଧାନୀରେ ବିଇଡି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ନୂଆ ନିୟମ ଫଳରେ ଅନେକ ଛାତ୍ରଛାତ୍ରୀ କଣ୍ଟ୍ରାକଚୁଆଲ ଚାକିରି ପାଇଁ ଯୋଗ୍ୟତା ପାଇବାରୁ ବଞ୍ଚିତ ହେଉଛନ୍ତି । ସେଥିପାଇଁ ନିଷ୍ପତ୍ତି ବଦଳାଇବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଡିଏସସି ଅଫିସରେ ଦାବିପତ୍ର ଦେଇଛନ୍ତି ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ।
#ArgusNews #Odisha #Bhubaneswar #bed #student #protest #dsc #contractactual